Prachina Sabhyata Kahani - Israel - cover

Prachina Sabhyata Kahani - Israel

ଶରତ କୁମାର ମହାନ୍ତି

  • 30 mei 2021
  • 9789354342462
Wil ik lezen
  • Wil ik lezen
  • Aan het lezen
  • Gelezen
  • Verwijderen

Samenvatting:

ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଇହୁଦୀମାନଙ୍କର ଆଦ୍ୟଭୂମି ଭାବେ ପ୍ରସିଦ୍ଧ ଇସ୍ରାଏଲ ଦେଶ ସମ୍ପର୍କରେ ଏହି ପୁସ୍ତକଟି ରଚନା କରିଛନ୍ତି! ବାଇବେଲର ଜନ୍ମଦାତା ଏହି ଦେଶର ସଭ୍ୟତା ଓ ସମାଜର ଇତିହାସକୁ ନେଇ ଖୁବ ସୁନ୍ଦର ଭାବେ ବ୍ୟାଖ୍ୟା କରାଯାଇଛି ଏହି ପୁସ୍ତକରେ! ଥରେ ଶୁଣି ଦେଖନ୍ତୁନା...

We gebruiken cookies om er zeker van te zijn dat je onze website zo goed mogelijk beleeft. Als je deze website blijft gebruiken gaan we ervan uit dat je dat goed vindt. Ok