Thank You, Thank You Bhagaban - cover

Thank You, Thank You Bhagaban

ଡ. ବିବୁଧରଞ୍ଜନ

  • 10 augustus 2021
  • 9789354340093
Wil ik lezen
  • Wil ik lezen
  • Aan het lezen
  • Gelezen
  • Verwijderen

Samenvatting:

ଦୟାକରି ତୁମେ ଭଗବାନଙ୍କୁ ଆଦୌ କିଛି ମାଗନାହିଁ! ତୁମର ମାଗିବା ହିଁ ଈଶ୍ୱର ଓ ତୁମ ମଝିରେ ପ୍ରାଚୀର ହୋଇ ଛିଡ଼ାହୁଏ! ତୁମେ ତାଙ୍କ ପାଖକୁ କିଛି ପାଇବା ଆଶାରେ ଯାଅନାହିଁ, ବରଂ ଧନ୍ୟବାଦ ଦେବାକୁ ଯାଅ! ଯାହା ସେ ତୁମକୁ ଦେଇଛନ୍ତି, ସେଥିପାଇଁ କୃତଜ୍ଞତା ପ୍ରକାଶ କର! କୁହ, ମୋ ଯୋଗ୍ୟତାଠାରୁ ତୁମେ ମୋତେ ଅଧିକ କିଛି ଦେଇଛ! ସେଥିପାଇଁ ଥ୍ୟାଙ୍କୟୁ, ଥ୍ୟାଙ୍କୟୁ ଭଗବାନ!... ଏମିତି ପ୍ରାର୍ଥନା କରୁଥିବା ବ୍ୟକ୍ତି ହିଁ ଜୀବନରେ ଦିବ୍ୟ ସନ୍ତୋଷ ପାଇଥାଏ! ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଡ. ବିବୁଧରଞ୍ଜନଙ୍କ ଦିବ୍ୟ ଅନୁଭବର ଅନେକ ଅନୁଭୂତି ଶୁଣନ୍ତୁ ଏହି ଶ୍ରାବ୍ୟପୁସ୍ତକରେ...

We gebruiken cookies om er zeker van te zijn dat je onze website zo goed mogelijk beleeft. Als je deze website blijft gebruiken gaan we ervan uit dat je dat goed vindt. Ok